Advertisment

ଓଡିଆ ପୁଅଙ୍କୁ ଖୋଜନ୍ତି ମଲାଇକା ଆରୋରା, ଟାଇଗର ଶ୍ରଫ୍

ଚାରି ଟଙ୍କାରେ ଚୁଟି କାଟିଥିଲେ, ଅଢେଇ ଟଙ୍କାରେ ଦାଢି। ବାପାଙ୍କ ସେଲୁନରୁ କାମ ଆରମ୍ଭ କରି ଏବେ ବଲିଉଡ୍ ଷ୍ଟାରଙ୍କ ପର୍ସନାଲ୍ ହେୟାର୍ ଡ୍ରେସ୍ ଆର୍ଟିଷ୍ଟ୍ ହୋଇ ପାରିଛନ୍ତି।

ଅଦ୍ୟତନ ହୋଇଛି
Advertisment

ଚାରି ଟଙ୍କାରେ ଚୁଟି କାଟିଥିଲେ, ଅଢେଇ ଟଙ୍କାରେ ଦାଢି। ବାପାଙ୍କ ସେଲୁନରୁ କାମ ଆରମ୍ଭ କରି ଏବେ ବଲିଉଡ୍ ଷ୍ଟାରଙ୍କ ପର୍ସନାଲ୍ ହେୟାର୍ ଡ୍ରେସ୍ ଆର୍ଟିଷ୍ଟ୍ ହୋଇ ପାରିଛନ୍ତି। ବଲିଉଡର ବହୁ ନାଁ କରା ହିରୋ ହିରୋଇନ୍ ବି ଏବେ ୟାଙ୍କୁ ଖୋଜୁଛନ୍ତି। ବ୍ରହ୍ମପୁରର ୨୯ ବର୍ଷର ଯୁବକ କେ.ରାଜୁ ଆଜି ନିଜେ ପାଲଟି ଯାଇଛନ୍ତି ଜଣେ ବଲିଉଡ୍ ସେଲିବ୍ରିଟି

Advertisment
Bollywood Hair Care Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ