By: Pallipuspa Samal
Last updated: 21 August 2021, 06:04 PM IST
ଭଙ୍ଗା ସଢେଇରେ ତିଆରି ହେଉଛି ପାରମ୍ପାରିକ ରାକ୍ଷୀ । କଟକ ନୂଆ ବଜାରର ନାରାୟଣ ମହାରଣା ତିଆରି କରୁଛନ୍ତି ଏହି ପାରମ୍ପାରିକ ରାକ୍ଷୀ । ଗ୍ରାହାକଙ୍କୁ ରୁଚିକୁ ଆଖି ଆଗରେ ରଖି ଭଳିକି ଭଳି ଜଗନ୍ନାଥଙ୍କ ରାକ୍ଷୀ ତିଆରି କରୁଛନ୍ତି । ରଜ୍ୟ ତଥା କାଜ୍ୟ ବାହାରୁ ଆସୁଛି ଅର୍ଡର । ସାନିଟାଇଜର, ମାସ୍କ ସହ ବିକ୍ରି ହେଉଛି ଏହି ରାକ୍ଷୀ ।