PM Modi meet 10-Year-Old Anisha
Advertisment
କୁନି ଝିଅର ଅନୁରୋଧ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦରେ ୧୦ ବର୍ଷର ଝିଅ ଅନିଶାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ସାକ୍ଷାତକାର ଯେତିକି ରୋଚକ ତାଠୁ ଅଧିକ ରୋଚକ ଏହା ପଛର କାହାଣୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ମେଲ୍ କରି ଆପୋଏଣ୍ଟମେଣ୍ଟ ନେଇଥିଲେ ଅନିଶା । ଆଉ ଆପୋଏଣ୍ଟମେଣ୍ଟ ମିଳିବା ପରେ ଆଜି ମୋଦିଙ୍କୁ ଭେଟିଛନ୍ତି ୧୦ ବର୍ଷର ଝିଅ ଅନିଶା ପାଟିଲ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us