Advertisment

କଣ କହିଲେ ରୋଷେୟା ମନ୍ମଥ କୁମ୍ଭ ?

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୯ ଦିନରୁ ଅଧିକ ସମୟ ବିତିଲାଣି । ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି ।

author-image
Sarbeswar

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୯ ଦିନରୁ ଅଧିକ ସମୟ ବିତିଲାଣି । ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି । ପୋଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ଏଥିରେ ସହଯୋଗ କରୁଛି କ୍ରାଇମବ୍ରାଞ୍ଚ ଟିମ୍  । ତେବେ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବ୍ୟତୀତ ଘଟଣା ସମୟରେ ରୋଷେୟା ମନ୍ମଥ କୁମ୍ଭ ସେଠାରେ ଉପସ୍ଥିତ ଥିଲେ । ତେବେ ମନ୍ମଥ କହିଛନ୍ତି ଯେ ସେ ପହଞ୍ଚିଲା ବେଳକୁ ମ୍ୟାଡମ୍ ପାଟି କରୁଥିଲେ। ମ୍ୟାଡାମଙ୍କର ମୋର ପାଣି ପକାଇଲୁ ତାପରେ ଯାଇ ପାଖ ସାରଙ୍କୁ ଡାକିଲି । 

Advertisment
Odisha Paralakhemundi Paralakhemundi ACF Death
Advertisment
Advertisment