Advertisment

ମାଛଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। କୃଷ୍ଣପ୍ରସାଦ ଝାରକଟା ଗାଁରେ ହୋଇଛି ସଂଘର୍ଷ। ପରସ୍ପର ମଧ୍ୟରେ ଲାଠି ମାଡ଼ରେ ୧୦ରୁ ଅଧିକ ଆହତ।

ଅଦ୍ୟତନ ହୋଇଛି
Advertisment

ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। କୃଷ୍ଣପ୍ରସାଦ ଝାରକଟା ଗାଁରେ ହୋଇଛି ସଂଘର୍ଷ। ପରସ୍ପର ମଧ୍ୟରେ ଲାଠି ମାଡ଼ରେ ୧୦ରୁ ଅଧିକ ଆହତ। ଗଣ୍ତଗିଳକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି।

Advertisment
Odisha Puri Group Clash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ