ଅଦ୍ୟତନ ହୋଇଛି
siddharth sukla
Advertisment
ଲୋକପ୍ରିୟ ଅଭିନେତା ତଥା ବିଗ୍ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ମର ଶରୀରର ଅନ୍ତିମ ସଂସ୍କାର କରାଯିବ । ଗତ ସଂନ୍ଧ୍ୟାରେ ହିଁ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି କୁହାଯାଉଥିଲା। ୪ ଘଣ୍ଟା ଧରି ତାଙ୍କ ପୋଷ୍ଟମର୍ଟମ ହୋଇଥିଲା। ଆଜି ୧୧ ଟା ସୁଦ୍ଧା ସିଦ୍ଧାର୍ଥଙ୍କ ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us