Advertisment

ଆଫ୍‌ଗାନରେ ଆମେରିକା ସୈନ୍ୟଙ୍କ ଶେଷ ଦିନ

ଆଫ୍‌ଗାନରେ ଆମେରିକା ସୈନ୍ୟଙ୍କ ଶେଷ ଦିନ । ଆମେରିକା ଦେଇଥିବା ପ୍ରତିଶ୍ରୁତି ମୁତାବକ କାଲି ହେଉଛି ଉଦ୍ଧାର କାର୍ଯ୍ୟର ଶେଷ ଦିନ । ଏହି ସମୟସୀମାକୁ ବୃଦ୍ଧି କରିପାରେ ଆମେରିକା ବୋଲି JNU ର ପ୍ରଫେସର୍ ଅଶ୍ୱିନୀ କୁମାର ମହାପାତ୍ର ଆଶା କରୁଛନ୍ତି।

ଅଦ୍ୟତନ ହୋଇଛି
Advertisment

ଆଫ୍‌ଗାନରେ ଆମେରିକା ସୈନ୍ୟଙ୍କ ଶେଷ ଦିନ । ଆମେରିକା ଦେଇଥିବା ପ୍ରତିଶ୍ରୁତି ମୁତାବକ କାଲି ହେଉଛି ଉଦ୍ଧାର କାର୍ଯ୍ୟର ଶେଷ ଦିନ । ଏହି ସମୟସୀମାକୁ ବୃଦ୍ଧି କରିପାରେ ଆମେରିକା ବୋଲି JNU ର ପ୍ରଫେସର୍ ଅଶ୍ୱିନୀ କୁମାର ମହାପାତ୍ର ଆଶା କରୁଛନ୍ତି । ବର୍ତ୍ତମାନ ସ୍ଥିତି ଅନୁସାରେ ସମସ୍ତ ନାଗରିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ସଫଳ ନ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଅଶ୍ୱିନୀ ।

Advertisment
Afghanistan Evacuation JNU American Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ