Advertisment

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍। ଦେଶର ୩୩୪ ସହର ରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି NTA ପକ୍ଷରୁ ସୂଚନା।

ଅଦ୍ୟତନ ହୋଇଛି
Advertisment

ଆଜିଠୁ ଆରମ୍ଭ ହେଲା ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା। ଦେଶରୁ ମୋଟ ୭ ଲକ୍ଷ ଏବଂ ଓଡିଶାରୁ ୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଅଗଷ୍ଟ ୨୬,୨୭,୩୧ ଓ ସେପ୍ଟେମ୍ବର ୨ରେ ସାରା ଭାରତରେ ପରୀକ୍ଷା ଅନୁଷ୍ଠିତ ହେବ। ଦେଶର ୩୩୪ ସହରରେ NTA(ନ୍ୟାସନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି) ଦ୍ୱାରା ପରୀକ୍ଷା ପରିଚାଳିତ ହେବ। 

Advertisment
India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ