ଅଦ୍ୟତନ ହୋଇଛି
t 20 world cup
Advertisment
ଆଜି ଘୋଷଣା ହେବ ଟି ଟ୍ୱେଣ୍ଟି ଟିମ୍। ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଚୟନ କମିଟି ବୈଠକ। ଘୋଷଣା ହେବ ୧୫ଜଣିଆ ଖେଳାଳି ତାଲିକ। ବିରାଟ କୋହିଲିଙ୍କୁ ପୁଣି ଅଧିନାୟକ ଘୋଷଣା କରାଯାଇପାରେ। କୋଭିଡ କଟକଣା କୁ ଆଖିରେ ରଖି କିଛି ରିଜର୍ଭ ଖେଳାଳିଙ୍କୁ ଟିମରେ ସାମିଲ କରାଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us