ଲୋକଙ୍କୁ ମିଳୁନି, ରାସ୍ତାରେ ଫିଙ୍ଗା ଯାଉଛି ଔଷଧ । ବହୁ ପରିମାଣର ଦରକାରୀ ଔଷଧ ଫୋପାଡ଼ି ଦିଆଯାଇଛି । ତେବେ ରୋଗୀଙ୍କୁ ଔଷଧ ନଦିଆଯାଇ ଫୋପାଡ଼ା ଗଲା କାହିଁକି ବୋଲି ଉଠିଲା ପ୍ରଶ୍ନ ? କଳାହଣ୍ତି ଲାଞ୍ଜିଗଡ୍ ବ୍ଲକ ଅନ୍ତର୍ଗତ ଭାଙ୍ଗପଦର ମୁଖ୍ୟ ରାସ୍ଥାରେ ଅଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି ।