Advertisment

ଭୁବନେଶ୍ୱର ମୁଣ୍ଡାସାହିର ଗୋଷ୍ଠୀ ସଂଘର୍ଷ ଘଟଣା,୨୦ ଜଣଙ୍କୁ ଅଟକ ରଖିଛି ପୋଲିସ

ଭୁବନେଶ୍ୱର ମୁଣ୍ଡାସାହିର ଗୋଷ୍ଠୀ ସଂଘର୍ଷ ଘଟଣା । ଘଟଣାରେ ୨୦ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ କରି ତଦନ୍ତ ଚଳାଇଛି ପୋଲିସ । ଗତକାଲିର ସାମାନ୍ୟ ଏକ ଗଣ୍ଡଗୋଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୫ରୁ ୬ ଜଣ ଆହତ ହୋଇଥଇଲେ। ପ୍ରାୟ ଅଧଘଣ୍ଟା ଧରି ଅନ୍ୟ ସାହିର ଏକ ଗୋଷ୍ଠୀର ୪୦ରୁ ୫୦ ଜଣ ଯୁବକ ଖଣ୍ଡା, ଭୁଜାଲି ସହ ଲାଠି ଧରି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

Advertisment

ଭୁବନେଶ୍ୱର ମୁଣ୍ଡାସାହିର ଗୋଷ୍ଠୀ ସଂଘର୍ଷ ଘଟଣା । ଘଟଣାରେ ୨୦ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଚିହ୍ନ କରି ତଦନ୍ତ ଚଳାଇଛି ପୋଲିସ ।  ଗତକାଲିର ସାମାନ୍ୟ ଏକ ଗଣ୍ଡଗୋଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୫ରୁ ୬ ଜଣ ଆହତ ହୋଇଥଇଲେ।  ପ୍ରାୟ ଅଧଘଣ୍ଟା ଧରି ଅନ୍ୟ ସାହିର ଏକ ଗୋଷ୍ଠୀର ୪୦ରୁ ୫୦ ଜଣ ଯୁବକ ଖଣ୍ଡା, ଭୁଜାଲି ସହ ଲାଠି ଧରି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

Advertisment
Bhubaneswar Odisha Group Clash In Mancheswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ