Advertisment

ଅଲବିଦା ସିଦ୍ଧାର୍ଥ

ଲୋକପ୍ରିୟ ଟିଭି ତାରକା ତଥା ବିଗ୍‌ ବସ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ ଆଶ୍ଚର୍ଯ୍ୟ ହୋଇଯାଇଛି। ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ହେବ ଶେଷକୃତ୍ୟ।

ଅଦ୍ୟତନ ହୋଇଛି
Advertisment

ଲୋକପ୍ରିୟ ଅଭିନେତା ତଥା ବିଗ୍‌ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର  ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ମର ଶରୀରର ଅନ୍ତିମ ସଂସ୍କାର କରାଯିବ।  ପ୍ରାୟ ୪ ଘଣ୍ଟା ଧରି ତାଙ୍କ ପୋଷ୍ଟମର୍ଟମ ହୋଇଥିଲା। ଆଜି ୧୧ ଟା ସୁଦ୍ଧା ସିଦ୍ଧାର୍ଥଙ୍କ ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ।

Advertisment
Mumbai Funeral Siddharth Shukla
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ