ଅଗଷ୍ଟ ୧୫ରୁ କଟକ SCBରେ ଉପଲବ୍ଧ ହେବ ଇକମୋ ସେବା । ଏହି ସୂଚନ ଦେଇଛନ୍ତି  DMET ସିବିକେ ମହାନ୍ତି।  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ବୋଲି କହିଛନ୍ତି DMET ସିବିକେ ମହାନ୍ତି । ଏସିବିରେ ୯ଟି ଇକମୋ ମେସିନ ଇନଷ୍ଟଲ ହୋଇଛି ,ଆବଶ୍ୟକୀୟ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଇକମୋ ପାଇଁ ଏସିବିରେ ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟନିଟ୍ ରେ ୬ଟି ଓ ଦ୍ୱିତୀୟ ୟୁନିଟରେ ୩ଟି ମେସିନ ରହିବ ।