By: Satyendu Shekher Mishra
Last updated: 20 September 2021, 05:46 PM IST
ଟୋକିଓ ପରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ପଠାଇଛନ୍ତି ଦୁଇଶହତମ ଟେଷ୍ଟ କ୍ରିକେଟର ଜର୍ସି। ଏଥିରେ ଲେଖା ଅଛି ଡିୟର ପ୍ରମୋଦ ଏଣ୍ଟାୟର ନେସନ ଇଜ ପ୍ରାଉଡ଼ ଅଫ ୟୁ। କିପ ସାଇନିଂ।