Advertisment

ପୌର ଭୋଟ୍ ବାଟ ସଫା,ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ପାରିତ

ପୌର ଭୋଟ୍ ବାଟ ସଫା। ବିଧାନସଭାରେ ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ପାରିତ। ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଲା। ବିଲ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ।

ଅଦ୍ୟତନ ହୋଇଛି
Advertisment

ପୌର ଭୋଟ୍ ବାଟ ସଫା। ବିଧାନସଭାରେ ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ପାରିତ। ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଲା। ବିଲ ଅନୁଯାୟୀ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ। ସଂଶୋଧିତ ଆଇନ ଅନୁଯାୟୀ ପ୍ରଥମେ SC,ST ସଂରକ୍ଷଣ ଦିଆଯିବ।

Advertisment
Odisha Assembly ULB Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ