Advertisment

କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ୍ ଶଙ୍କର ଗିରଫ। ୨୦୧୪ ରୁ ଫେରାର ଥିବା ବେଳେ କଟକ ଅରବାନ୍ ପୋଲିସ ତାକୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Advertisment

କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ୍ ଶଙ୍କର ଗିରଫ। ଡାଲି ବ୍ୟବସାୟୀ ମହମ୍ମଦ୍ ୟାକୁବଙ୍କୁ ଗୋଦାମ ଆଗରେ ଗୁଳି କରି ହତ୍ୟା କରିଥିଲା। ମୁଖ୍ୟ ଅଭିଯୁକ୍ତ ଶଙ୍କର ୨୦୧୪ ରେ ଓଡିଶା ଛାଡି ଫେରାର ହୋଇଯାଇଥିଲା। କଟକ ଅରବାନ୍ ପୋଲିସ ତାକୁ ରେଲୱେ ଷ୍ଟେସନ୍ ପାଖରୁ ଗିରଫ କରିଛି।

Advertisment
Odisha Cuttack Murder Case Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ