Advertisment

ସୁରଙ୍କ ତେରେଛା ବାଣ

ସୁରଙ୍କ ତେରେଛା ବାଣ। ୫% ଭୋଟ ପାଇଁ ମାନସ ଦାସକୁ ପୁରେଇ ଦେଲେ ନବୀନ। ନିର୍ବାଚନ ଆସିବା କାରଣରୁ ମାନସ ଦାସଙ୍କୁ ଗିରଫ କରାଗଲା ବୋଲି କହିଲେ ସୁର।

ଅଦ୍ୟତନ ହୋଇଛି
Advertisment

ସୁରଙ୍କ ତେରେଛା ବାଣ। ୫% ଭୋଟ ପାଇଁ ମାନସ ଦାସକୁ ପୁରେଇ ଦେଲେ ନବୀନ। ନିର୍ବାଚନ ଆସିବା କାରଣରୁ ମାନସ ଦାସଙ୍କୁ ଗିରଫ କରାଗଲା ବୋଲି କହିଲେ ସୁର। ନବୀନଙ୍କୁ ସମାଲୋଚନା କରିବାକୁ ଯାଇ ସୁର କହିଲେ ଯେ ଧଳା ଜାମାରେ ଦାଗ ଲାଗିବା ପୂର୍ବରୁ ମାନସଙ୍କୁ କଲେ ଗିରଫ।

Advertisment
Politics Congress MLA Sura Routray Bhubaneswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ