Advertisment

'ସିଟି ବସକୁ ଶାଗମାଛ ଦରରେ କବାଡ଼ିଆଙ୍କୁ ବିକି ଦେଲେ ସରକାର'

୧୨୧ଟି ସିଟି ବସକୁ ଶାଗମାଛ ଦରରେ କବାଡ଼ିବାଲାକୁ ବିକ୍ରି ଘଟଣାରେ ତେଜିବାରେ ଲାଗିଛି ଅସନ୍ତୋଷ। ଏହି ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ବିକ୍ଷୋଭ କରିଛି ବିଜେପି ।

ଅଦ୍ୟତନ ହୋଇଛି
Advertisment

୧୨୧ଟି ସିଟି ବସକୁ ଶାଗମାଛ ଦରରେ କବାଡ଼ିବାଲାକୁ ବିକ୍ରି ଘଟଣାରେ ତେଜିବାରେ ଲାଗିଛି ଅସନ୍ତୋଷ। ଏହି ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ବିକ୍ଷୋଭ କରିଛି ବିଜେପି। ଓଡିଶା ରାଜ କୋଶରୁ ୨୨ କୋଟି ସ୍ୱାହା କରିଛି ସରକାର ବୋଲି ଅଭିଯୋଗ ଆଣିଛନ୍ତି।

Advertisment
Bhubaneswar Odisha BJP Protest City Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ