Advertisment

କେମିତି କରୁଥିଲେ ଏଟିଏମ୍‌ ଲୁଟ୍‌, ଡେମୋ ଦେଖାଇଲେ ଲୁଟେରା

କେମିତି କରୁଥିଲେ ଏଟିଏମ୍‌ ଲୁଟ୍‌, ଡେମୋ ଦେଖାଇଲେ ଲୁଟେରା । ଅଭିଯୁକ୍ତଙ୍କୁ ଧରି ଡେମୋ କରୁଛି କମିଶନରେଟ୍ ପୋଲିସ । କେଉଁଠି ରଖିଛନ୍ତି ଲୁଟ୍ ଟଙ୍କା । ପଚରାଉଚରା କଲା ପୋଲିସ ।

ଅଦ୍ୟତନ ହୋଇଛି
Advertisment

କେମିତି କରୁଥିଲେ ଏଟିଏମ୍‌ ଲୁଟ୍‌, ଡେମୋ ଦେଖାଇଲେ ଲୁଟେରା । ଅଭିଯୁକ୍ତଙ୍କୁ ଧରି ଡେମୋ କରୁଛି କମିଶନରେଟ୍ ପୋଲିସ । କେଉଁଠି ରଖିଛନ୍ତି ଲୁଟ୍ ଟଙ୍କା । ପଚରାଉଚରା କଲା ପୋଲିସ । ଏମାନେ ଗତ ୬ମାସ ମଧ୍ୟରେ ୩୦ଟି ଏଟିଏମ ଲୁଟ୍ କରିଥିବାର ସୂଚନା ଦେଇଛନ୍ତି । ପ୍ରତି ଏଟିଏମରେ ଏକ ସ୍ୱତନ୍ତ୍ର ଡିଭାଇସ୍ ଲଗାଇ ଲୁଟ୍ କରିଥିଲେ ଟଙ୍କା।

Advertisment
Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ