ଅଦ୍ୟତନ ହୋଇଛି
bhubaeswar railway station
Advertisment
ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ। ସ୍ମାର୍ଟସିଟି ମିଶନ ଯୋଜନାରେ ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଉଛି । ବିଧାନସଭାକୁ ଅବଗତ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏଥିପାଇଁ ୧ନଂ ଓ ୬ନଂ ପାଖ ଖାଲି ଜମିକୁ ଅଧିକରଣ କରାଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us