ଅଦ୍ୟତନ ହୋଇଛି
earthquake
Advertisment
ମେକ୍ସିକୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପ ପ୍ରଭାବରେ ମେକ୍ସିକୋ ସହର ପ୍ରାୟ ଏକ ମିନିଟ ପର୍ଯ୍ୟନ୍ତ ଥରି ଉଠିଥିଲା। ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଆଶଙ୍କା ହୋଏଛି କିନ୍ତୁ ଜନଜୀବନ ହାନୀ ଘଟି ନାହିଁ। ଭୂମିକମ୍ପ ଫଳରେ ସୁନାମି ଆସିବାର ଆଶଙ୍କା ରହିଥିବାରୁ ଲୋକ ମାନଙ୍କୁ ସତର୍କ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us