By: Minati Mishra
Last updated: 17 September 2021, 10:59 AM IST
ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ। ମୂଳଦୁଆ ମଜବୁତ ପାଇଁ ୧୪ମିଟର ମୋଟୋଇର କଂକ୍ରିଟ ଚଟାଣ ନିର୍ମାଣ କରାଯାଇଛି । ବର୍ଷା ପରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାମ