Advertisment

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲାଙ୍କୁ କରୋନା ପଜିଟିଭ

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନା ପଜିଟିଭ । ୪ ଜଣ ପିଲା SNCUରେ ରହି ଚିକିତ୍ସିତ ହେଉଥିବା ବେଳେ ଚିହ୍ନଟ, ଆଉ ୮ଜଣ ପଜିଟିଭ ଥିବା ପିଲାଙ୍କ ବୟସ ମାସକରୁ ଉର୍ଦ୍ଧ୍ୱ, ସୂଚନା ଦେଲେ CDMO ଦୁଲାଲସେନ ଜଗଦେବ ।

ଅଦ୍ୟତନ ହୋଇଛି
Advertisment

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନା ପଜିଟିଭ । ୪ ଜଣ ପିଲା SNCUରେ ରହି ଚିକିତ୍ସିତ ହେଉଥିବା ବେଳେ ଚିହ୍ନଟ, ଆଉ ୮ଜଣ ପଜିଟିଭ ଥିବା ପିଲାଙ୍କ ବୟସ ମାସକରୁ ଉର୍ଦ୍ଧ୍ୱ, ସୂଚନା ଦେଲେ CDMO ଦୁଲାଲସେନ ଜଗଦେବ । ୨ ପିଲାଙ୍କୁ କଟକ ରେଫର କରାଯାଇଛି । 

Advertisment
COVID-19 Cases Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ