Advertisment

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା:ଦ୍ୱିତୀୟ ଏମସ ପ୍ରତିଷ୍ଠା  ପାଇଁ ଦାବି

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମସ ପ୍ରତିଷ୍ଠା ପାଇଁ ଦାବି। ଏନେଇ ସୁନ୍ଦରଗଡ଼ ସହରରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ନେଇ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ମୋଟର ଚାଲୁନି। ଏହି ବନ୍ଦ ପାଳନ ଯୋଗୁ ଏମସିଏଲରୁ କୋଇଲା ପରିବହନ ପ୍ରଭାବିତ ହୋଇଛି ।

ଅଦ୍ୟତନ ହୋଇଛି
Advertisment

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମସ ପ୍ରତିଷ୍ଠା  ପାଇଁ ଦାବି। ଏନେଇ ସୁନ୍ଦରଗଡ଼ ସହରରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।  ବନ୍ଦ ନେଇ ଦୋକାନ ବଜାର ବନ୍ଦ ରହିଥିବା ବେଳେ  ଗାଡି ମୋଟରଚାଲୁନି। ଏହି ବନ୍ଦ ପାଳନ ଯୋଗୁ ଏମସିଏଲରୁ କୋଇଲା ପରିବହନ ପ୍ରଭାବିତ ହୋଇଛି । 

Advertisment
Odisha Sundargarh Sundergarh Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ