Advertisment

ମାନସ ଦାସଙ୍କୁ ଉଠାଇ ନେଲା ପୋଲିସ

ମାନସ ଦାସଙ୍କୁ ଉଠାଇ ନେଲା ପୋଲିସ। ଗିରଫ ହେଲେ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ। ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ସହିଦ ନଗର ସ୍ଥିତ ଘରୁ ତାଙ୍କୁ ଉଠାଇ ନେଇଛି।

ଅଦ୍ୟତନ ହୋଇଛି
Advertisment

ମାନସ ଦାସଙ୍କୁ ଉଠାଇ ନେଲା ପୋଲିସ। ଗିରଫ ହେଲେ ଆତ୍ମଘୋଷିତ ଗୁରୁଜୀ ମାନସ ଦାସ। ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ସହିଦ ନଗର ସ୍ଥିତ ଘରୁ ତାଙ୍କୁ ଉଠାଇ ନେଇଛି। ତାଙ୍କ ନାମରେ ହତ୍ୟା ଉଦ୍ୟମ,ହତ୍ୟା ଧମକ ଦେବା ଆଦି ସଂଗୀନ ଅଭିଯୋଗ ରହିଛି।

Advertisment
Odisha ‘Humanitarian Organisation Chief Manas Das Khordha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ