ଦୁର୍ଦ୍ଦିନକୁ ଚାଲି ଯାଇଥିବା ଓଡ଼ିଆ ସିନେମା ଶିଳ୍ପରେ ଲାଗିବ କି ରଙ୍ଗ ? ପୁଣି ଫେରିବ କି ସିନେମା ହଲ, ହସିବେ କଳାକାର ଓ ଚଳଚଞ୍ଚଳ ହେବେ କି ଏ ଶିଳ୍ପ ଉପର ନିର୍ଭର କରୁଥିବା ବୃତ୍ତିଧାରୀ ?