Advertisment

Bapi Panda: ‘ନରି ପଣ୍ଡାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଘ ତାଙ୍କ ସହ ରହିବ’

ବାପି ପଣ୍ଡା କହିଛନ୍ତି, ନରି ପଣ୍ଡାଙ୍କୁ ନିର୍ଯାତନା ବେଳର ସିସିଟିଭି ମିଳୁନି ବୋଲି ଆଇଓ କହୁଛନ୍ତି।ତାଙ୍କୁ ଗୋଇଠା ମାରିବା,ଜବରଦସ୍ତ ଦସ୍ତଖତ କରାଇବା କଥା ଉଠାଇଲେ ବାପି।

Advertisment

ଯାତ୍ରାବିବାଦର ସମାଧାନ ପାଇଁ କଳାକାର ସଂଘର ବୈଠକରେ ବଡ଼ ନିଷ୍ପତ୍ତି। କଳାକାରଙ୍କୁ ନ୍ୟାୟ ନ ମିଳିଲେ, ଆଗକୁ ଯାତ୍ରା ବନ୍ଦ ବୋଲି ଚେତାବନୀ ଦେଲେ କର୍ମଚାରୀ-କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା। ସେ କହିଛନ୍ତି,ଆଉ ଥରେ ମାଲିକମାନଙ୍କ ସହ ବୁଝାମଣା ପାଇଁ ଆଲୋଚନା କରିବୁ।ଦରକାର ପଡ଼ିଲେ କଳାକାର ସଂଘ ଯାତ୍ରା ବନ୍ଦ କରିଦେବ। ଏପରିକି ନରି ପଣ୍ଡାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଘ ତାଙ୍କ ସହ ରହିବ ବୋଲି କହିଛନ୍ତି ବାପି ।

Advertisment
Odisha Jollywood Bapi Panda Odia Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ