Shefali Jariwala’s Death
Advertisment
ସନ୍ଦେହ ଘେରରେ ଶେଫାଳି ଜରିଓ୍ୱାଲାଙ୍କ ମୃତ୍ୟୁ। ବୟସ କମାଇବା ପାଇଁ ସେବନ କରୁଥିଲେ ଔଷଧ। ହାର୍ଟଆଟାକ ଆସିବା ପଛରେ ଏହା କାରଣ ନୁହେଁ ତ ? ଏମିତି କଇଛି ପ୍ରଶ୍ନ ଏବେ ସୃଷ୍ଟି ହୋଇଛି । ମ୍ୟୁଜିକ ଭିଡିଓ 'କାଣ୍ଟା ଲଗା'ର ଫେମ୍ ଆକ୍ଟ୍ରେସ୍ ଶେଫାଳି ଜରିୱାଲାଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ମାତ୍ର ୪୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us