Advertisment

ଏମିତି ଭାଙ୍ଗେ କି ଯାତ୍ରା ପାର୍ଟି?

ସିଂହବାହିନୀ ମାଲିକଙ୍କ ଅଭିଯୋଗ ପରେ ଏବେ ସାମ୍ନାକୁ ଆସିଛି ସେଇ ଦିଗକୁ ଇଙ୍ଗିତ କରୁଥିବା ଏକ ଭାଇରାଲ୍ ଅଡିଓ। କଣ ଏଇ ଭାଇରାଲ୍ ଅଡିଓ, କାହା କାହା ଭିତରେ କି ଷଡ଼ଯନ୍ତ୍ର ହେଇଛି ଏଥିରେ।

Advertisment

କଳାକାରଙ୍କୁ ନେଇ ଜଲିଉଡରେ ଆହୁରି ଘନେଇଲା ମାଲିକ-ମାଲିକ ଲଢ଼େଇ। କିଛିଦିନ ତଳେ ତାଙ୍କ ପାର୍ଟିକୁ ଭାଙ୍ଗିବାକୁ କିଛି ମାଲିକ ଷଡ଼ଯନ୍ତ୍ର କରୁଥିବା ନେଇ ସିଂହବାହିନୀ ମାଲିକଙ୍କ ଅଭିଯୋଗ ପରେ ଏବେ ସାମ୍ନାକୁ ଆସିଛି ସେଇ ଦିଗକୁ ଇଙ୍ଗିତ କରୁଥିବା ଏକ ଭାଇରାଲ୍ ଅଡିଓ। କଣ ଏଇ ଭାଇରାଲ୍ ଅଡିଓ, କାହା କାହା ଭିତରେ କି ଷଡ଼ଯନ୍ତ୍ର ହେଇଛି ଏଥିରେ।

Advertisment
Jollywood Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ