Advertisment

କାହାକୁ ଡରି ବଦଳିଗଲା ସିନେମା ନାଁ ?

କାହାକୁ ଡରି ବଦଳିଗଲା ସିନେମା ନାଁ ? କାହାଣୀ ସମାନ କିନ୍ତୁ ନାଁ ଅଲଗା । ରଜ ବଜାରରେ ହଲରେ ଖେଳୁଥିବା ସିନେମାର ନାଁ ବଦଳିବା ପଛରେ କିଏ ? କାହା ଇସାରାରେ, କାହା ଇଚ୍ଛାରେ ନାଁକୁ ବଦଳାଇ ଦିଆଗଲା ? ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ସିନେମା ‘ଅନନ୍ତା’ର ନାଁ ବଦଳି ଯାଇଛି ।

ଅଦ୍ୟତନ ହୋଇଛି
Advertisment

କାହାକୁ ଡରି ବଦଳିଗଲା ସିନେମା ନାଁ ? କାହାଣୀ ସମାନ କିନ୍ତୁ ନାଁ ଅଲଗା। ରଜ ବଜାରରେ ହଲରେ ଖେଳୁଥିବା ସିନେମାର ନାଁ ବଦଳିବା ପଛରେ କିଏ ? କାହା ଇସାରାରେ, କାହା ଇଚ୍ଛାରେ ନାଁକୁ ବଦଳାଇ ଦିଆଗଲା ? ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ସିନେମା ‘ଅନନ୍ତା’ର ନାଁ ବଦଳି ଯାଇଛି । ଗତ କିଛି ଦିନ ତଳେ ପୋଷ୍ଟରରେ ଥିଲା ‘ରାଣ୍ଡିପୁଅ ଅନନ୍ତା’ କିନ୍ତୁ ସିନେମାକୁ ଆସିଲା ବେଳେ ବଦଳିଯାଇଛି ନାଁ । ଅଭିନେତା ମନୋଜ ମିଶ୍ର ଏହି ନାଁକୁ ନେଇ ପ୍ରବଳ ହଙ୍ଗାମା କରିଥିଲେ । ଓଟିଭି ପୋଡକାଷ୍ଟର ଏକ EXCLUSIVE ଆଲୋଚନାରେ ମନୋଜ ମିଶ୍ର ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ। ଯଦି, ‘ରାଣ୍ଡିପୁଅ ଅନନ୍ତା’ ନାଁରେ ସିନେମା ରିଲିଜ୍ ହୁଏ ତାହେଲେ ପଶ୍ଚିମ ଓଡ଼ିଶାରେ ଏହା ଚାଲିବନି ବୋଲି ଖୋଲାଖୋଲି କହିଥିଲେ...

Advertisment
Ollywood Odia Actor Sabyasachi Manoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ