Advertisment

୨୦୨୩୦ ପର୍ଯ୍ୟନ୍ତ ସିଂହବାହିନୀ ସହ ରହିବି: ପୀୟୂଷ ତ୍ରିପାଠୀ

ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କ ଦାୟିତ୍ବ। ୨୦୨୬ରୁ ୨୦୨୩୦ ପର୍ଯ୍ୟନ୍ତ ସିଂହବାହିନୀ ସହ ରହିବି।

Advertisment

ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୂଷ ତ୍ରୀପାଠୀଙ୍କ ବଡ଼ ବୟାନ। ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ବିବାଦ ନେଇ ରଖିଲେ ମତ। କହିଲେ ମୁଁ ଶବ୍ଦଟିକୁ ଛାଡ଼ି ଦେଲେ ସବୁ ବିବାଦ ସମାଧାନ ହୋଇଯିବ। ମୁଁ ଛାଡ଼ି ଆମେ ହୋଇଯିବାକୁ ସମସ୍ତଙ୍କୁ ଅପିଲ୍ କରୁଛି। ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କ ଦାୟିତ୍ବ। ୨୦୨୬ରୁ ୨୦୨୩୦ ପର୍ଯ୍ୟନ୍ତ ସିଂହବାହିନୀ ସହ ରହିବି।

Advertisment
Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ