Advertisment

Piyush Tripath: ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା

କିଛି ଦିନ ପୂର୍ବେ ଗଣମାଧ୍ୟମରେ ମୁହଁ ଖୋଲି ଯାତ୍ରା ସିଂହବାହିନୀ ମାଲିକଙ୍କ ସହ ବିବାଦ ସମାଧାନ ହୋଇଥିବା ଏବଂ ସେ ଆସନ୍ତାବର୍ଷ ସିଂହବାହିନୀ ପାର୍ଟିରେ ଯୋଗଦେବା କଥା କହିଥିଲେ ।

Advertisment

ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍‌ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ । ଭୁବନେଶ୍ବରରେ ରୁଦ୍ଧଦ୍ବାର ବୈଠକରେ ହେଲା ବିବାଦର ସମାଧାନ । ନିରାଶ ହେଲେ ପୀୟୂଷଙ୍କ ଫ୍ୟାନ୍ ।

Advertisment
Jollywood Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ