Parineeti Chopra, Raghav Chadha wedding:
Advertisment
ରାଜସ୍ଥାନର ଉଦୟପୁରରେ ଧୁମଧାମରେ ଶେଷ ହୋଇଛି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ବିବାହ । ଗୋଟିଏ ପରେ ଗୋଟିଏ ଫଟୋ ଅପଲୋଡ କରୁଛନ୍ତି ରାଘବ-ପରିଣିତି । ଏହାରି ଭିତରେ ୱେଡିଂ ଭେନ୍ୟୁକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ରାଘବ । ସାଂସଦ ରାଘବଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us