ଅଦ୍ୟତନ ହୋଇଛି
Nari Panda
Advertisment
ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା । ଜୀବନରୁ ମାରିଦେବାକୁ ଧମକ ମିଳିଥିବା ନେଇ କଲେ ସାଂଘାତିକ ଅଭିଯୋଗ । ସୁରକ୍ଷା ପାଇଁ ରାତିଅଧରେ କଲେ ଅନଲାଇନ୍ FIR । ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟ ମାଲିକଙ୍କ ମାଡ ଘଟଣା ନେଲା ନୂଆ ମୋଡ଼ । ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୋଧରେ ଅଭିଯୋଗ କଲେ ତାଙ୍କୁ ଜୀବନରୁ ମାରିଦେବାକୁ ମିଳୁଛି ଧମକ। ତେଣୁ ବିଳମ୍ବିତ ରାତିରେ Onlineରେ ଦେଲେ ଏତଲା ଦେଲେ ନରୀ ପଣ୍ଡା । ଏହାସହ ସେ ଯେଉଁ ସମୟରେ ତୁଳସୀ ମାଲିକଙ୍କୁ ଭେଟିଥିଲେ ସେହି ସମୟ ସିସିଟିଭି ଫୁଟେଜ ସାର୍ବଜନୀନ କରନ୍ତୁ ବୋଲି କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us