Advertisment

ତୁଟିବ କି ଓଲିଉଡ୍ କଳି ? ସମାଧାନ ପାଇଁ ଆଗକୁ ଆସିଲେ ଅରିନ୍ଦମ୍

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ?

Advertisment

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଦୁଇ କଳାକାରଙ୍କ ବ୍ୟକ୍ତିଗତ ଝଗଡ଼ାରୁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆଗକୁ ଆସିଲେ ଅଭିନେତା ଅରିନ୍ଦମ୍ ରାୟ। ଅରିନ୍ଦମ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘର କଳିକୁ ଘରେ ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ଯୋଡ଼ ହସ୍ତରେ ନିବେଦନ କରିଛନ୍ତି। କାଲି ମନୋଜ ମିଶ୍ରଙ୍କ ପ୍ରେସମିଟ୍ ପରେ ଆଜି ଅରିନ୍ଦମ୍‌ଙ୍କ ଏ ଅପିଲ, ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ଆଶା କରାଯାଉଛି। ତେବେ ଝଗଡ଼ା ପରେ ବ୍ୟବସାୟିକ ଲାଭ-କ୍ଷତି ଏବଂ ଆଞ୍ଚଳିକ ବୈଷ୍ୟମ୍ୟବାଦ ଆଡ଼କୁ କଥା ଯାଇଥିବାବେଳେ ଆଗକୁ ଏ ପ୍ରସଙ୍ଗ କେଉଁ ରୂପ ନେଉଛି ତା ଉପରେ ନଜର।

Advertisment
Odisha Ollywood Arindam Roy Manoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ