Advertisment

ପୂଜାଙ୍କ ସଂଗୀନ ଅଭିଯୋଗ, 'ସୋନାଲି ନାଣ୍ଡୁ ବାବୁଙ୍କ ଝିଅ ନୁହେଁ ସ୍ତ୍ରୀ'

ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ବାବୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ପୂଜା । ନାଣ୍ଡୁ ବାବୁ କୁଆଡେ ତାଙ୍କୁ ହଇରାଣ ହରକତ କରିଥିବାର ଅଭିଯୋଗ ଆଣିଛନ୍ତି ।

Advertisment

ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ବାବୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ପୂଜା । ନାଣ୍ଡୁ ବାବୁ କୁଆଡେ ତାଙ୍କୁ ହଇରାଣ ହରକତ କରିଥିବାର ଅଭିଯୋଗ ଆଣିଛନ୍ତି । ନାଣ୍ଡୁ ବାବୁ ତାଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ କହିଥିବା ଅଭିଯୋଗ କରିବା ସହ ଅଭିନେତ୍ରୀ ସୋନାଲି ପଣ୍ଡା ନାଣ୍ଡୁ ବାବୁଙ୍କ ଝିଅ ନୁହଁନ୍ତି ଦ୍ୱିତୀୟ ସ୍ତ୍ରୀ ବୋଲି ସଂଗୀନ ଆରୋପ ଲଗାଇଛନ୍ତି ପୂଜା ।

Advertisment
Jollywood Odia Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ