Advertisment

ପୀୟୂଷଙ୍କୁ ନେଇ ଜଲିଉଡରେ ପୁଣି ନୂଆ ତାମସା

ମୁହାଁମୁହିଁ ହୋଇଛନ୍ତି ସିଂହବାହିନୀ ମାଲିକ ଓ ସୂର୍ଯ୍ୟମନ୍ଦିର ମାଲିକ। ସୂର୍ଯ୍ୟମନ୍ଦିର ମାଲିକଙ୍କ ଧମକ ଯଦି ପୀୟୂଷ ମଞ୍ଚ ଚଢ଼ନ୍ତି ତାହେଲେ ପରିଣତି ଭଲ ହେବନି।

Advertisment

ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ଜଲିଉଡରେ ପୁଣି ନୂଆ ତାମସା। ମାଲିକ ସଂଘ ବର୍ଷେ ବିଶ୍ରାମ ଦେଇଥିବା ପୀୟୂଷଙ୍କୁ ପୁଣି ୫ ବର୍ଷ ପାଇଁ ନେବେ ବୋଲି ସିଂହବାହିନୀ ମାଲିକଙ୍କ ଘୋଷଣା ପରେ ମାଲିକ ସଂଘରେ ଫାଟ। ମୁହାଁମୁହିଁ ହୋଇଛନ୍ତି ସିଂହବାହିନୀ ମାଲିକ ଓ ସୂର୍ଯ୍ୟମନ୍ଦିର ମାଲିକ। ସୂର୍ଯ୍ୟମନ୍ଦିର ମାଲିକଙ୍କ ଧମକ ଯଦି ପୀୟୂଷ ମଞ୍ଚ ଚଢ଼ନ୍ତି ତାହେଲେ ପରିଣତି ଭଲ ହେବନି।

Advertisment
Jollywood Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ