Advertisment

ନିଇତି ନୂଆ ବିବାଦ, ନିଇତି ନୂଆ ନୂଆ ନାଟକ

ଯାତ୍ରାର ବିବାଦ ମଞ୍ଚରେ ଆଜି ଆଉ ଦୁଇ ବହି । ଗୋଟିଏ-କଳାକାରଙ୍କୁ ପାରିଶ୍ରମିକ ନଦେବାରୁ \'ବନ୍ଧା ପଡ଼ିଲା ଗଣନାଟ୍ୟ\' ତ ଆରଟି 7 ମାସ ହେଲା ଟେଣ୍ଟ ବାନ୍ଧି ବସିଛି ଯାତ୍ରା କମିଟି, ଅଗ୍ରୀମ ନେଇ ପାର୍ଟି ଗାଏବ୍ । ଗୋଟିଏ ଅଭିଯୋଗ ଜଗତସିଂହପୁର ବିରିଡ଼ିରୁ ପାର୍ବତୀ ଗଣନାଟ୍ୟ ବିରୋଧରେ ଆସିଥିବା ବେଳେ ଅନ୍ୟଟି କେନ୍ଦ୍ରାପଡ଼ା ଆଳିରୁ ବାଘା ଯତୀନ ଗଣନାଟ୍ୟ ବିରୋଧରେ ଆସିଛି।

ଅଦ୍ୟତନ ହୋଇଛି
Advertisment

ଯାତ୍ରାର ବିବାଦ ମଞ୍ଚରେ ଆଜି ଆଉ ଦୁଇ ବହି । ଗୋଟିଏ-କଳାକାରଙ୍କୁ ପାରିଶ୍ରମିକ ନଦେବାରୁ ବନ୍ଧା ପଡ଼ିଲା ଗଣନାଟ୍ୟ ତ ଆରଟି 7 ମାସ ହେଲା ଟେଣ୍ଟ ବାନ୍ଧି ବସିଛି ଯାତ୍ରା କମିଟି, ଅଗ୍ରୀମ ନେଇ ପାର୍ଟି ଗାଏବ୍ । ଗୋଟିଏ ଅଭିଯୋଗ ଜଗତସିଂହପୁର ବିରିଡ଼ିରୁ ପାର୍ବତୀ ଗଣନାଟ୍ୟ ବିରୋଧରେ ଆସିଥିବା ବେଳେ ଅନ୍ୟଟି କେନ୍ଦ୍ରାପଡ଼ା ଆଳିରୁ ବାଘା ଯତୀନ ଗଣନାଟ୍ୟ ବିରୋଧରେ ଆସିଛି।

Advertisment
Jatra Artistes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ