Advertisment

Jollywood Controversy: ଛିଡ଼ିବ କଣ, ବଢୁଛି ଯାତ୍ରା କଳାକାର-ମାଲିକ କଳି

ଚରମ ନିଷ୍ପତ୍ତି...କଡ଼ା ଆଭିମୁଖ୍ୟ...। ଯାତ୍ରା କର୍ମଚାରୀ ଏବଂ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ଏଭଳି ମନ୍ତବ୍ୟକୁ ନେଇ ଘନେଇବ କି ବିବାଦ? ଜଲିଉଡ୍ ରେ ସୃଷ୍ଟି ହେବ କି ବିସ୍ଫୋରକ ସ୍ଥିତି?

ଅଦ୍ୟତନ ହୋଇଛି
Advertisment

ସମାଧାନର ବାଟ ଫିଟିଲାନି, ବରଂ ଆହୁରି ଘନେଇଲା ବିବାଦ । ଯାତ୍ରା ପାର୍ଟି ମାଲିକଙ୍କ ସହ କଳି ପ୍ରସଙ୍ଗରେ ଚରମ ନିଷ୍ପତ୍ତି ନେଇଛି ଯାତ୍ରା କର୍ମଚାରୀ ଓ କଳାକାର ସଂଘ । ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ନଉଠିଲେ ଯାତ୍ରା ବନ୍ଦ ଭଳି କଡ଼ା ଚେତାବନୀ ଶୁଣାଇଛି କଳାକାର ସଂଘ । ତା’ସହ ନରି ପଣ୍ଡାଙ୍କୁ ନିର୍ଯାତନା ଅଭିଯୋଗରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ସଂଘ ।

Advertisment
Odisha Jollywood Bapi Panda Odia Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ