ଅଦ୍ୟତନ ହୋଇଛି
Jatra Actress
Advertisment
ନାଣ୍ଡୁ ବାବୁ ନାଁରେ ଯାତ୍ରୀ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀଙ୍କ ସାଂଘାତିକ ଅଭିଯୋଗ । ସେ ଅଭିଯୋଗ କରିଛନ୍ତି, ''ନାଣ୍ଡୁ ବାବୁ ମୋ କଥା କଣ ଶୁଣିବେ ଓଲଟା ମୋତେ କହିଲେ ତୁ ଯାତ୍ରା ନକରି ସେଠି ପାଲା ଚଲେଇଛୁ । ତୋତେ ବାଡ଼େଇଛନ୍ତି ଠିକ୍ କରିଛନ୍ତି । ତୋତେ ଲୋକ ଲଗେଇ ମାରିବି ତୋ ଗାଡ଼ି ଭାଙ୍ଗିବି, କମିଟି ଲୋକ ଲଗେଇ ତୋତେ ରେପ୍ କରିବି । ତୁ ମୋର କଣ କରିବା କଥା କର ।''
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us