Advertisment

ଯାତ୍ରା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ ଦେଇ ପୁଣି ଅଡୁଆରେ ନାଣ୍ଡୁ ବାବୁ !

ଯାତ୍ରା ଆଳରେ ଚାଲିଛି କ’ଣ ? ମାଲିକ ନାଁରେ କ’ଣ କରୁଛନ୍ତି ନାଣ୍ଡୁ ? ଅନନ୍ତ ଧଳଙ୍କ ବିରୋଧରେ ପୁଳାପୁଳା ଅଭିଯୋଗ । ଯାତ୍ରା ପାର୍ଟି ତୁଳସୀ ଏବଂ ଅଶୋକ ସମ୍ରାଟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ ପୁଣି ସଂଗୀନ ଅଭିଯୋଗ ଆସିଛି ।

ଅଦ୍ୟତନ ହୋଇଛି
Advertisment

ଯାତ୍ରା ଆଳରେ ଚାଲିଛି କ’ଣ ? ମାଲିକ ନାଁରେ କ’ଣ କରୁଛନ୍ତି ନାଣ୍ଡୁ ? ଅନନ୍ତ ଧଳଙ୍କ ବିରୋଧରେ ପୁଳାପୁଳା ଅଭିଯୋଗ । ଯାତ୍ରା ପାର୍ଟି ତୁଳସୀ ଏବଂ ଅଶୋକ ସମ୍ରାଟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଧଳଙ୍କ ବିରୁଦ୍ଧରେ ପୁଣି ସଂଗୀନ ଅଭିଯୋଗ ଆସିଛି । ବକେୟା ଟଙ୍କା ମାଗିବାରୁ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀଙ୍କୁ ମାଡ ମରାଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

Advertisment
Jatra Party Jollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ