ନରୀ ପଣ୍ଡାଙ୍କୁ ବୟକଟ୍
Advertisment
ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବୟକଟ୍ । ନରି ପଣ୍ଡାଙ୍କୁ ବ୍ୟାନ୍ କଲା ଯାତ୍ରା ମାଲିକ ସଂଘ । ନରିଙ୍କୁ ବୟକଟ୍ ନେଇ ଯାତ୍ରା ମାଲିକ ସଂଘ ସଂପାଦକଙ୍କ ସୂଚନା । ନିକଟରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ମାଡ଼ ଓ ଗାଳିଗୁଲଜ କରିଥିବା ଅଭିଯୋଗ କରିଥିଲେ ନରି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us