salman
Advertisment
ଦିନେ ଧନଖଡଙ୍କ ଯୋଗୁଁ ବଞ୍ଚିଯାଇଥିଲେ ଭାଇଜାନ୍ । ବେଲ୍ ପାଇ ବାହାରିଥିଲେ ଜେଲ୍ରୁ । ଆଉ ଭାଇଜାନଙ୍କୁ ଏହି ବେଲ୍ ଦେଇଥିଲେ ଜଗଦୀପ ଧନଖଡ଼ । ସଲମାନଙ୍କ ପାଇଁ କେସ୍ ଲଢିଥିଲେ । ଆପଣ ହୁଏତ ଜାଣିନଥିବେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ଜଣାଶୁଣା ଓକିଲ ଥିଲେ ଜଗଦୀପ ଧନଖଡ । ଓକିଲ କ୍ୟାରିୟରରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ସହ ଥିଲା ତାଙ୍କର ଖାସ୍ ସମ୍ପର୍କ । ଦିନେ ସଲମାନଙ୍କ ଓକିଲ ଥିଲେ ଧନଖଡ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us