ଅଦ୍ୟତନ ହୋଇଛି
Pakistani Actors Ban
Advertisment
ପାକିସ୍ତାନକୁ ଭାରତର ଆଉ ଏକ ପ୍ରହାର । ଲୋକପ୍ରିୟ ପାକିସ୍ତାନୀ ଅଭିନେତା, ଅଭିନେତ୍ରୀ ଭାରତରେ ବ୍ୟାନ୍ । ହାନିଆ ଆମୀର, ଅଲ୍ଲୀ ଫୈଜଲ୍, ମାହିରା ଖାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ । ୧୦ରୁ ଅଧିକ ଫିଲ୍ମ ଷ୍ଟାରଙ୍କ ଇନଷ୍ଟାଗ୍ରାମ୍ ସମେତ ଅନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟ ବ୍ଲକ୍ । ପୂର୍ବରୁ ୧୬ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରିଛି ଭାରତ । ଏହି ସମସ୍ତ ଅଭିନେତା ଅଭିନେତ୍ରୀଙ୍କ ରହିଛି ଲକ୍ଷାଧିକ ଫଲୋର୍ସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us