By: Pallipuspa Samal
Last updated: 07 April 2022, 12:46 PM IST
ଝିଅ ପିଲା ଯାହା ବାସନ ତାହା...ବାସନ ଏକାଠି ରହିଲେ ଯେମିତି ବାଜେ, ଝିଅ ପିଲା ଏକାଠି ରହିଲେ ଝଗଡ଼ ହୁଏ...କିନ୍ତୁ ଆମେ ଏଇଠି ପୂରା ସାଙ୍ଗ ହୋଇ ରହିଛୁ। ବିନା ଗ୍ରୁପିଜିମ୍ରେ ଦେଖନ୍ତୁ କେମିତି ଚାଲିଛି ତରଙ୍ଗର ସୁଟିଂ