By: Pallipuspa Samal
Last updated: 15 October 2022, 12:12 PM IST
ସତରେ ପ୍ରେମ ଧିରେ ଧିରେ ହିଁ ହୁଏ। ଏ ପ୍ରେମକୁ ନେଇ କିଏ କେତେ ସ୍ୱପ୍ନ ଦେଖେ । ହେଲେ ଏ ପ୍ରେମରେ ଯେବେ ଇନ୍ଦ୍ରଧନୁର ରଙ୍ଗ ଲାଗେ ସେତେବେଳେ ସବୁ କିଛି ଲାଗେ ରଙ୍ଗୀନ୍ ରଙ୍ଗୀନ୍ ।