ଅଦ୍ୟତନ ହୋଇଛି
Jollywood Controversy
Advertisment
ମାଲିକଙ୍କୁ କଳାକାରଙ୍କ ଚେତାବନୀ । ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ମାଲିକ ଓ କଳାକାର ପରସ୍ପର ପରିପୂରକ । ନରି ପଣ୍ଡା , ପ୍ରତାପ ମହାନ୍ତି ଓ ନମିତା ଭୂୟାଁଙ୍କ ଉପରୁ ବ୍ୟାନ ହଟାଅ । ଯାତ୍ରା ବିବାଦର ସମାଧାନ ପାଇଁ କଳାକାର ସଂଘର ବୈଠକରେ ଏମିତି କିଛି ନିଷ୍ପତ୍ତି ନିଆଯାଇଛି। ମାଲିକମାନଙ୍କ ସହ ବୁଝାମଣା ପାଇଁ ଆଉ ଥରେ ଆଲୋଚନା କରିବୁ । ଯଦି ନ ଶୁଣନ୍ତି ତେବେ ମୁହଁରେ ଆଉ ପାଉଡର ଲଗାଇବୁନି ବୋଲି ମାଲିକମାନଙ୍କୁ ଚେତାବନୀ ଦେଇଛନ୍ତି କଳାକାର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us