Advertisment

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅମିତାଭଙ୍କ ନାତୁଣୀ ଆରାଧ୍ୟା

ଏହି ଖବରରେ ଆରାଧ୍ୟାଙ୍କ ଲାଇଫ୍‌ ଷ୍ଟାଇଲ୍‌ ଓ ସ୍ୱାସ୍ଥ୍ୟକୁ ନେଇ ଭୁଲ୍‌ ତଥ୍ୟ ଦିଆଯାଇଥିଲା। ଯାହାକୁ ନେଇ ବଚ୍ଚନ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ବିଗ୍‌ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ(Aaradhya Bachchan)ଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟ(Delhi High Court)ରେ ଏକ ପିଟିସନ ଦାୟର ହୋଇଛି। ଅଭିଯୋଗ ଆଣି ୧୧ ବର୍ଷୀୟା ଆରାଧ୍ୟା କୋର୍ଟଙ୍କ ଦ୍ୱାରସ୍ଥ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ମିଥ୍ୟା ଖବର ଘଟଣାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି। ଏହି ଖବରରେ ଆରାଧ୍ୟାଙ୍କ ଲାଇଫ୍‌ ଷ୍ଟାଇଲ୍‌ ଓ ସ୍ୱାସ୍ଥ୍ୟକୁ ନେଇ ଭୁଲ୍‌ ତଥ୍ୟ ଦିଆଯାଇଥିଲା। ଯାହାକୁ ନେଇ ବଚ୍ଚନ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

Advertisment
Amitabh Bachchan Bollywood Actor Bollywood Aaradhya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ