ଅଦ୍ୟତନ ହୋଇଛି
prakruti mishra
Advertisment
କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ପ୍ରଯୋଜକ ସଞ୍ଜୟ ନାୟକଙ୍କ ମଧ୍ୟରେ ଲାଗିରହିଥିବା ମୁହାମୁହିଁ ସ୍ଥିତି, ଘନେଇବାରେ ଲାଗିଛି। ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ପ୍ରକୃତି ମିଶ୍ର ଉଠାଇଥିବା କାଷ୍ଟିଂ କାଉଚ ଅଭିଯୋଗ ବିରୋଧରେ ପ୍ରଯୋଜକ ସଞ୍ଜୟ ନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଆଜି ମୁମ୍ବାଇରେ ଥାନାରେ ଏତଲା ଦେଇଛନ୍ତି ପ୍ରକୃତି। ସଞ୍ଜୟ ନାୟକ ତାଙ୍କର ଅପମାନ ଓ ମାନହାନି କରିଥିବା ଅଭିଯୋଗ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us