Advertisment

ତାରକାଙ୍କ ଭିଡ଼ରେ ଝଟକୁଛି ତଳମାଳି

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ହୋଟେଲରେ ରାତ୍ରରହଣୀ ପରେ, ଆଜି ତଳମାଳିର ସୁଟିଂ ସେଟକୁ ବାହାରିଥିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା। ଇଏ ସେଇ ସମୟର ଦୃଶ୍ୟ। ପିସିଙ୍କ ଗୋଟିଏ ଝଲକ ପାଇବା ପାଇଁ ହୋଟେଲ ନିକଟରେ ଜମିଥିଲା ଫ୍ୟାନଙ୍କ ଭିଡ଼।

Advertisment

କାଲି ଭୁବନେଶ୍ବର ଏୟାରପୋର୍ଟରେ କ୍ୟାବିନ୍ କ୍ରୁଙ୍କ ସହ ଫଟୋ ପୋଜ୍, ଆଉ ଆଜି ସୁଟିଂ ସେଟକୁ ଯିବା ବେଳର ଭିଡିଓ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଓଡ଼ିଶାରେ ପ୍ରିୟଙ୍କା କ୍ରେଜ୍। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ହୋଟେଲରେ ରାତ୍ରରହଣୀ ପରେ, ଆଜି ତଳମାଳିର ସୁଟିଂ ସେଟକୁ ବାହାରିଥିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା। ଇଏ ସେଇ ସମୟର ଦୃଶ୍ୟ। ପିସିଙ୍କ ଗୋଟିଏ ଝଲକ ପାଇବା ପାଇଁ ହୋଟେଲ ନିକଟରେ ଜମିଥିଲା ଫ୍ୟାନଙ୍କ ଭିଡ଼। ସେମାନଙ୍କୁ ହାତ ହଲାଇ, କାର୍ ରେ ଚଟାପଟ ବସି ପଡ଼ିଥିଲେ ପ୍ରିୟଙ୍କା। ଆଉ ସେପଟେ ନିଜ ଲିଡିଂ ଲେଡି ସହ ସୁଟିଂ ପାଇଁ, ସାଉଥ୍ ଷ୍ଟାର୍ ମହେଶ ବାବୁ ବି ବାହାରିଥିଲେ ଦେଓମାଳି କଟେଜରୁ।

Advertisment
Priyanka Chopra Koraput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ